ବୌଦ୍ଧ ନିକଟସ୍ତ କିଆକଟା ଜାତୀୟ ରାଜ ପଥ ରେ ଏକ କୋଇଲା ବୁଝେଇ ଟ୍ରକ ଧୋକା ଦେଲା ଗାଈକୁ

0
73

ବୌଦ୍ଧ (ସଲମାନ ଖାଁ/ଆଦ୍ୟାଶl ନିଉଜ) : ବୌଦ୍ଧ ନିକଟସ୍ତ କିଆକଟା ଜାତୀୟ ରାଜ ପଥ ରେ ଏକ କୋଇଲା ବୁଝେଇ ଟ୍ରକ ଧୋକା ଦେଲା ଗାଈକୁ. ଘାଟଣ ସ୍ଥଳରେ ଗାଈର ମୁର୍ତ୍ୟୁ ଘଟିଥିଲା ଓ ଗାଡି ଚାଳକ ଘଟଣା ସ୍ଥଳରୁ ଗାଡିଛାଡି ପଳେଇବାକୁ ଉଦ୍ୟମ କରୁଥିବା ବେଳେ କିଆକଟା ଥାନା ASI ସଞ୍ଜୟ ବେହେରା ଗାଡିଚାଳକ କୁ ଗିରଫ କରିଥିଲେ ଏ ପର୍ଯ୍ୟନ୍ତ ଗାଡିମାଲିକ ଙ୍କ ଠିକଣା ମିଳିପାରିନାହିଁ l

LEAVE A REPLY

Please enter your comment!
Please enter your name here