ଭାଲୁ ଆକ୍ରମଣ ରେ ଜଣେ ଗୁରୁତର

0
81

ନୂଆପଡା (ସତୀଶ ଯୋଶୀ/ଆଦ୍ୟାଶl ନିଉଜ):ନୂଆପଡା ଜିଲ୍ଲା ବୋଡେନ ବ୍ଳକ୍ ଭଇସାଦାନୀ ଗ୍ରାମର କମଳ ପହରିଆ ଙ୍କ ପୁଅ ଟଙ୍କଧର ପହରିଆ ନିଜ ଚାଷ ଜମି କୁ ଲାଗିଥିବା ଜଙ୍ଗଲ କୁ କାଠ କରିବା ପାଇଁ ଦିନ ବାର ଟା ବେଳେ ଜାଇଥିବା ସମୟରେ ଭାଳୁ ଆକ୍ରମଣ କରିଥିଲା ବୋଡେନ ହସପିଟାଲରେ ଭର୍ତ୍ତିନୂଆପଡା ଜିଲ୍ଲା ବୋଡେନ ବ୍ଳକ୍ ଭଇସାଦାନୀ ଗ୍ରାମର କମଳ ପହରିଆ ଙ୍କ ପୁଅ ଟଙ୍କଧର ପହରିଆ ନିଜ ଚାଷ ଜମି କୁ ଲାଗିଥିବା ଜଙ୍ଗଲ କୁ କାଠ କରିବା ପାଇଁ ଦିନ ବାର ଟା ବେଳେ ଜାଇଥିବା ସମୟରେ ଭାଳୁ ଆକ୍ରମଣ କରିଥିଲା ବୋଡେନ ହସପିଟାଲରେ ଭର୍ତ୍ତି ।

LEAVE A REPLY

Please enter your comment!
Please enter your name here