ଦେବଗଡ଼ ରେ ‘ଭୋଟର ଭଏସ’

0
123

ଦେବଗଡ଼ (ବ୍ୟୁରୋ): ଆଦ୍ୟାଶା ନ୍ୟୁଜ ପକ୍ଷରୁ କରାଯାଇଥିବା କାର୍ଯ୍ୟକ୍ରମ ‘ଭୋଟର ଭଏସ’ ଦେବଗଡ଼ ନିର୍ବାଚନ ମଣ୍ଡଳୀ ର ବିଭିନ୍ନ ଗ୍ରାମ କୁ ଆମ ପ୍ରତିନିଧି ରଞ୍ଜନ କୁମାର ପ୍ରଧାନ ଯାଇ ଜନସାଧାରଣ ତଥା ରାଜନୈତିକ ଦଳ ଗୁଡିକ ର କର୍ମକର୍ତା ଙ୍କ ମତାମତ ନେଇ ଥିଲେ । ଅଧିକାଂଶ ସ୍ଥାନ ରେ ଯୁବ ନେତୃତ୍ୱ ଚାହୁଁ ଥିଲା ବେଳେ କିଛି ଜାଗା ରେ ଦେବଗଡ଼ ର ଉନ୍ନତି ପାଇଁ ଯେ ଠିକ କାମ କରିପାରିବ ସେ ପରି ଜନପ୍ରତିନିଧି କୁ ଆମେ ନିର୍ବାଚିତ କରିବୁ ବୋଲି ପ୍ରକାଶ କରି ଥିଲେ । ଏହି କାର୍ଯ୍ୟକ୍ରମ ରେ ସହଯୋଗ କରି ଥିଲେ ଆମର ତିଳେଇବନି ପ୍ରତିନିଧି ରମାକାନ୍ତ ପ୍ରଧାନ ।

LEAVE A REPLY

Please enter your comment!
Please enter your name here