୧୦ /୫ ଟଙ୍କିଆ ମୁଦ୍ରା ନେଉ ନଥିବାରୁ ରାଜ୍ୟ ପୋଲିସ ମହାନିର୍ଦେଶକ , ଅନୁଗୁଳ ଆରକ୍ଷୀ ଅଧିକ୍ଷକ ,ଅନୁଗୁଳ ଜିଲ୍ଲାପାଳ ପ୍ରମୁଖ ଙ୍କୁ ଅଭିଯୋଗ

0
101

ଅନୁଗୁଳ  (ଆଦ୍ୟାଶା ନ୍ୟୁଜ)  ଅନୁଗୁଳ ଜିଲ୍ଲା ର ଛେଣ୍ଡିପଦା ର ବାଗେଡିଆ ଠାରେ ଥିବା ଶୈଳବାଳା କିସାନ କେନ୍ଦ୍ର ପେଟ୍ରୋଲ ପମ୍ପ ୧୦ /୫ ଟଙ୍କିଆ ମୁଦ୍ରା ନେଉନଥିବାରୁ ସାଧାରଣ ରେ ତୀବ୍ର ଅସନ୍ତୋଷ ହେଉଛି । ଯେଉଁ ମାନେ ଏହି ମୁଦ୍ରା ଦେଉଛନ୍ତି ସେମାନଙ୍କୁ ଏହି ପେଟ୍ରୋଲ ପମ୍ପ ର କର୍ମଚାରୀ ମାନେ ଖରାପ ବ୍ୟବହାର କରୁଛନ୍ତି ।
ଏ ସମ୍ପର୍କ ରେ ଆଦ୍ୟାଶା ନ୍ୟୁଜ ର ସମ୍ପାଦିକା ଶ୍ରୀମତୀ ରଶ୍ମିତା ରାଉତ ରାଜ୍ୟ ପୋଲିସ ମହାନିର୍ଦେଶକ , ଅନୁଗୁଳ ଆରକ୍ଷୀ ଅଧିକ୍ଷକ ,ଅନୁଗୁଳ ଜିଲ୍ଲାପାଳ ପ୍ରମୁଖ ଙ୍କୁ TWEET କରି ଜଣାଇଛନ୍ତି । ରାଜ୍ୟ ପୋଲିସ ମହାନିର୍ଦେଶକ ଅନୁଗୁଳ ଆରକ୍ଷୀ ଅଧିକ୍ଷକ ଙ୍କୁ ଏ ସମ୍ପର୍କ ରେ ପଦକ୍ଷେପ ନେବାକୁ ନିର୍ଦେଶ ଦେଇଥିବାର ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here