୧୦ ଦିନ ତଳେ ବାହା ହୋଇଥିଲେ , ମିନିଟ୍ରକ୍‌ ଧକ୍କାରେ ଚାଲିଗଲା ଜୀବନ

0
85

ବୌଦ୍ଧ (ଆଦ୍ୟାଶା ନ୍ୟୁଜ): ବୌଦ୍ଧ ଜିଲ୍ଲା ମଧୁପୁର ଛକରେ ଏକ ବାଇକ୍‌କୁ ମିନିଟ୍ରକ୍ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ଗୁରୁତର ଆହତ ହୋଇଛନ୍ତି।

ମୃତକଙ୍କ ନାଁ ଜିତେନ୍ଦ୍ର ଦେହୁରୀ। ତାଙ୍କ ଘର ଅନୁଗୋଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ କୁମ୍ଭିଆ ଗାଁରେ। ସେ ମାତ୍ର ୧୦ ଦିନ ତଳେ ବାହା ହୋଇଥିଲେ ବୋଲି ଜଣାପଡ଼ିଛି।

ସେହିପରି ଗୁରୁତର ଭାବେ ଆହତ ଯୁବକଙ୍କ ନାଁ ଆକାଶ ବାଘ। ତାଙ୍କ ଘର ବି କୁମ୍ଭିଆରେ। ତାଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here