ହଣ୍ଡପା ରେ କାଳବୈଶାଖୀ ରେଞ୍ଜ ଅଫିସ୍ ସହିତ ପଚାଶ ଲକ୍ଷ ଟଙ୍କା ର ସମ୍ପତ୍ତି ନଷ୍ଟ

0
69

ଅନଗୁଳ (ଆଦ୍ୟାଶା ନ୍ୟୁଜ / ସଲମାନ ଖାନ )– କିଶୋରନଗର ବ୍ଲକ ଅନ୍ତର୍ଗତ ବଇଣ୍ଡା ରେଞ୍ଜ ଅଧିନରେ ଥିବା ହଣ୍ଡପା ରେଞ୍ଜ ଅଫିସ୍ ଗୃହ ସମେତ କେନ୍ଦ୍ରିୟ ଗୋଦାମ ଓ ଗୋଦାମ ରେ ଥିବା ୭୦୬ ବସ୍ତା କେନ୍ଦୁପତ୍ର ନଷ୍ଟ ହୋଇଛି , ଯାହାର ବଜାର ମୂଲ୍ୟ ପ୍ରାୟ ପଚାଶ ଲକ୍ଷ ଟଙ୍କା ବୋଲି ରେଞ୍ଜର ନିରୋଦ କୁମାର ସାହୁ ଜଣାଇଛନ୍ତି । ଘଟଣା ଘଟିବା ପରେ ଡିଫଓ ସରୋଜ କୁମାର ମହାରଣା ,ରେଞ୍ଜର ନିରୋଦ କୁମାର ସାହୁ ପହଞ୍ଚି ସ୍ତିତି ପରଖିଥିଲେ ଅନ୍ୟ ମାନଙ୍କ ମଧ୍ୟରେ ଫରେଷ୍ଟର ସତ୍ୟ ରଞ୍ଜନ ସାହୁ ଅଫିସ୍ ଜଗୁଆଳି ଜ୍ଯୋତି ରଞ୍ଜନ ପ୍ରଧାନ ଗୋଦାମ ଇନଚାର୍ଜ ଜୋତିରମଇ ବେହେରା ଫରେଷ୍ଟର ତିଳୋତମା ବିଶ୍ୱାଳ ସୀତାନାଥ ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here