ସ୍କର୍ପିଓକୁ ପିଟି ଦେଲା ହାଇୱା; ପୂର୍ବତନ ବ୍ଲକ୍ ଅଧ୍ୟକ୍ଷଙ୍କ ସମେତ ୨ ମୃତ

0
106

ବଲାଙ୍ଗିର(ଜଗଦୀଶ ଭୋଇ / ଆଦ୍ୟାଶା ନ୍ୟୁଜ) : ସଡ଼କ ଦୁର୍ଘଟଣାରେ ବଲାଙ୍ଗିର ଜିଲ୍ଲା ବଙ୍ଗମୁଣ୍ଡା ବ୍ଲକର ପୂର୍ବତନ ଅଧ୍ୟକ୍ଷ ତଥା ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ରାଷ୍ଟ୍ରପତି ବେହେରାଙ୍କ ମୃତ୍ୟୁ ଘଟିଛି। ଏଥିସହ ତାଙ୍କ ସହଯୋଗୀଙ୍କର ମଧ୍ୟ ମୃତ୍ୟୁ ଘଟିଛି।

ରାଷ୍ଟ୍ରପତି ଓ ତାଙ୍କର ସହଯୋଗୀମାନେ ଏକ ସ୍କର୍ପିଓରେ କଣ୍ଟାବାଞ୍ଜିରୁ ଭୁବନେଶ୍ୱର ଆସୁଥିବା ବେଳେ ଖାରି ପାଖରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏକ ହାଇୱା ସେମାନଙ୍କୁ ଧକ୍କା ଦେଇଥିଲା। 

LEAVE A REPLY

Please enter your comment!
Please enter your name here