ସୋରୋ : ଟ୍ରକ୍‌କୁ ପିଟିଲା ବସ୍, ଦୁର୍ଘଟଣାରେ ବସ୍ ହେଲପର୍ ମୃତ

0
78

ସୋରୋ ( ଆଦ୍ୟାଶା ନ୍ୟୁଜ) : ବାଲେଶ୍ୱର ସୋରରେ ଟ୍ରକ୍‌କୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍‌। ଏଥିରେ ବସ୍ ହେଲପରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଜାତୀୟ ରାଜପଥ ବାରିକପୁର ନିକଟରେ ଘଟିଛି ଏହି ଦୁର୍ଘଟଣା।

ଟ୍ରକ୍‌ର ଚକା ଫାଟିଯିବାରୁ, ଗାଡ଼ିର ଡ୍ରାଇଭର ଚକ ଖୋଲୁଥିବାବେଳେ ବସ୍‌ଟି ପଛରୁ ଧକ୍କା ଦେଇଥିଲା। ଏଥିରେ ବସ୍‌ର ହେଲପର ଗୁରୁତର ହୋଇପଡିଥିଲେ। ଚିକିତ୍ସା ପାଇଁ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

LEAVE A REPLY

Please enter your comment!
Please enter your name here