ସୁବର୍ଣ୍ଣପୁର ଏସ୍‌ପିଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

0
39

ସୋନପୁର: ସୁବର୍ଣ୍ଣପୁର ଏସ୍‌ପି ଦେବୀପ୍ରସାଦ ଦାଶଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଏସ୍‌ପିଙ୍କ ସମେତ ୨ ଜଣ ଆହତ ହୋଇଛନ୍ତି।

ସୂଚନା ଅନୁସାରେ, ସୋନପୁର ଆସୁଥିବା ବେଳେ ସମ୍ବଲପୁର-ସୋନପୁର ରାସ୍ତାର ସିଣ୍ଢୋଲ ଢାବା ନିକଟରେ ଗାଡ଼ିଟି କୌଣସି କାରଣରୁ ରାସ୍ତା ତଳକୁ ଓଲଟି ପଡ଼ିଥିଲା।

LEAVE A REPLY

Please enter your comment!
Please enter your name here