ସିପିଆଇଏମ୍‌ ପକ୍ଷରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

0
115

ଭୁବନେଶ୍ୱର,(ଆଦ୍ୟାଶ| ନିଉଜ) : ଆସନ୍ତା ସାଧାରଣ ନିର୍ବାଚନ ପାଇଁ ସିପିଆଇଏମ୍‌ ପକ୍ଷରୁ ଶନିବାର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି। ସିପିଆଇଏମ୍‌ ଲୋକସଭା ଆସନ ପାଇଁ ଜନାର୍ଦ୍ଦନ ପତିଙ୍କ ନାମ ଘୋଷଣା କରାଯାଇଛି। ଦେଶର ୧୧ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳପାଇଁ ୪୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ପ୍ରଥମ ଦଫାରେ କେରଳରୁ ସର୍ବାଧିକ ୧୬ ପାର୍ଥୀଙ୍କ ନାମ ଦଳ ଘୋଷଣା କରିଛି।

LEAVE A REPLY

Please enter your comment!
Please enter your name here