ଲିପିକା ସେଟ ଙ୍କୁ ପଶ୍ଚିମ ଓଡିଶା ଟ୍ରାଫିକ ସଂସ୍ଥା ପକ୍ଷରୁ ସମ୍ମାନିତ

0
81

ବରଗଡ (ଭବାନିଶଙ୍କର ପାଢ଼ୀ /ଆଦ୍ୟାଶା ନ୍ୟୁଜ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଅନ୍ତର୍ଗତ ଡାଲବ ପଞ୍ଚାୟତ କନ୍ଧପଡ଼ା ର ଲପିକା ସେଟ ଙ୍କୁ ପଶ୍ଚିମ ଓଡିଶା ଟ୍ରାଫିକ ସଂସ୍ଥା ପକ୍ଷରୁ ସମ୍ମାନିତ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ଭେଡେନ ତହସିଲଦାର ସୀମା ସବିତା କୁଲୁ ଉପଢୌକନ ସହିତ ପ୍ରମାଣ ପତ୍ର ପ୍ରଦାନ କରିଥିଲେ। ଏହି ସମୟରେ ପଶ୍ଚିମ ଓଡିଶା ଟ୍ରାଫିକ ସଂଯୋଜକ ର ମୁଖ୍ୟ ପଦ୍ମଲୋଚନ ଭୋସାଗର ଓ ତହସିଲ କାର୍ଯ୍ଯାଳୟ ବରିଷ୍ଠ କିରାଣୀ ପ୍ରଧାନ ବାବୁ। ମୁଖ୍ୟ ଅତିଥି କୁଲୁ ମାଡାମ ଲିପିକା ସେଟ ଭବିଷ୍ୟତ ରେ ନିଜ ନାମ ସହିତ ବରଗଡ ଜିଲ୍ଲା ତଥା ଓଡିଶା ର ନାମ ଆନ୍ତର୍ଜାତୀୟ ସ୍ତରରେ ସୁନାମ ଅର୍ଜନ କରନ୍ତୁ ବୋଲି ଶୁଭକାମନା ସହିତ ଶୁଭେଚ୍ଛା ଜଣାଇଥିଲେ।

 

 

LEAVE A REPLY

Please enter your comment!
Please enter your name here