ଲକ୍ଷାଧିକ ଟଙ୍କା ର କାଠ ଜବତ

0
58
କେନ୍ଦୁଝର(ସଂଜୀବ ସାହୁ/ଆଦ୍ୟାଶ| ନିଉଜ):କେନ୍ଦୁଝର ଜିଲ୍ଲା ସଦର ରେଞ୍ଜ ର ପୁରୁଣା ବଜାର ନିକଟରେ ଆଜି ବନବିଭାଗ କୌଣସି ଠାରୁ ଖବର ପାଇ ଅତର୍କିତ ଚଢ଼ାଉ କରି  80ହଜାର ରୁ ଉର୍ଦ୍ଧ  ଟଙ୍କା ର ଶାଗୁଆନ ଏବଂ ଶାଳ କାଠ ଜବତ କରିଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here