ରୋହିତ ପୂଜାରୀ ଙ୍କୁ ବିଜେଡି ପୁଣି ଥରେ ପ୍ରାର୍ଥୀ କରି ଥିବାରୁ କର୍ମୀ ମହଲ ରେ ଉତ୍ସାହ

0
110

ଭୁବନେଶ୍ୱର (ରଶ୍ମିତା ରାଉତ /ଆଦ୍ୟାଶା ନ୍ୟୁଜ) ରେଢ଼ାଖୋଲରୁ ରୋହିତ ପୂଜାରୀ ଙ୍କୁ ବିଜେଡି ପୁଣି ଥରେ ପ୍ରାର୍ଥୀ କରି ଥିବାରୁ କର୍ମୀ ମହଲ ରେ ଉତ୍ସାହ ଦେଖା ଦେଇଛି |ଆମେ ସାକ୍ଷାତକାର ନେଇଥିବା ଅଧିକାଂଶ ବିଜେଡି କର୍ମୀ ରୋହିତ ଙ୍କ ପ୍ରାଥୀତ୍ୱ କୁ ସ୍ୱାଗତ କରିଥିବା ବେଳେ ରେଢ଼ାଖୋଲ ବାସୀ ଙ୍କ ସ୍ବପ୍ନ କୁ ରୋହିତ ବାବୁ ନିଶ୍ଚୟ ସାକାର କରିବେ ବୋଲି ପ୍ରକାଶ କରିଛନ୍ତି |
ଏ ସମ୍ପର୍କ ରେ ଟେଲିଫୋନ ରେ ଆମକୁ ଦେଇଥିବା ସାକ୍ଷାତକାର ରେ ରୋହିତ ବାବୁ କହିଛନ୍ତି ଯେ ,ମାନ୍ୟବର ମୁଖ୍ୟମନ୍ତ୍ରୀ ମତେ ପୁଣି ଥରେ ପ୍ରାଥୀ କରି ଥିବାରୁ ମୁ ତାଙ୍କ ନିକଟ ରେ କୃତଜ୍ଞ,ରେଢ଼ାଖୋଲ ବାସୀ ଙ୍କ ପ୍ରଗତି ହିଁ ମୋର ଲକ୍ଷ |

LEAVE A REPLY

Please enter your comment!
Please enter your name here