ରେଢ଼ାଖୋଲ ରେ ରୋହିତ , ଛେଣ୍ଡିପଦା ରେ ଅଗସ୍ତି ବିଜୟ ଲାଭ କରିବେ…

0
124

ଦେବଗଡ଼ (ଆଦ୍ୟାଶା ନ୍ୟୁଜ)– ଆଦ୍ୟାଶା ନ୍ୟୁଜ ପକ୍ଷ ରୁ କର। ଯାଇଥିବା ଏକ ନିର୍ବାଚନୀ ପରବର୍ତୀ ସର୍ଭେ ଅନୁଯାଇ ସମ୍ବଲପୁର ଲୋକସଭା କ୍ଷେତ୍ର ର ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ରେ ବିଜେଡି ପ୍ରାର୍ଥୀ ରୋହିତ ପୂଜାରୀ ୭ ହଜାର ରୁ ଉର୍ଧ ଭୋଟ ରେ ବିଜୟ ଲାଭ କରୁଥିବା ବେଳେ ,ଛେଣ୍ଡିପଦା ରେ ବିଜେପି ପ୍ରାର୍ଥୀ ଅଗସ୍ତି ବେହେରା ବିଜୟ ଲାଭ କରିବେ ।
ଆଦ୍ୟାଶା ନ୍ୟୁଜ ପକ୍ଷ ରୁ ସମ୍ପୂର୍ଣ ନିରପେକ୍ଷ ଭାବେ କରାଯାଇ ଥିବା ଏହି ସର୍ଭେ ରେ ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ ରେ ବିଜେଡି ଜିତୁ ଥିବା ବେଳେ କୁଚିଣ୍ଡା ରେ ବିଜେଡି / ବିଜେପି ର କଡା ମୁକାବିଲା ହେବାର ସମ୍ଭାବନା ରହିଛି ।ସେହିପରି ବିଜେପି ରେଙ୍ଗାଲି ଓ ଦେବଗଡ଼ ଆସନ ଦାଖଲ ର ସମ୍ଭାବନା ରହିଥିବାବେଳେ ସମ୍ବଲପୁର ରେ ବିଜେଡି / ବିଜେପି ର କଡା ମୁକାବିଲା ଦେଖିବାକୁ ମିଳିବ ।
ସମୁଦାୟ ସମ୍ବଲପୁର ଲୋକସଭା କ୍ଷେତ୍ର କୁ ପର୍ଯ୍ୟାଲୋଚନା କଲେ ଲୋକସଭା ବିଜେପି ଖାତା କୁ ଯିବା ର ଯଥେଷ୍ଟ ସମ୍ଭାବନା ରହିଛି ।

LEAVE A REPLY

Please enter your comment!
Please enter your name here