ରାଜ୍ୟସାରା ଅସହ୍ୟ ତାତି , ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର

0
89

ଭୁବନେଶ୍ୱର : ରାଜ୍ୟବ୍ୟାପି ଅସହ୍ୟ ତାତି। ଦିନକୁ ଦିନ ରେକର୍ଡ କରିବାରେ ଲାଗିଛି ପାରଦ। ଆଜି ୧୧ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଟପିଛି। ୪୩.୫ ଡ଼ିଗ୍ରୀ ସହ ଆଜି ଟିଟିଲାଗଡ଼ ସବୁଠୁ ଉତ୍ତପ୍ତ ସହର ହୋଇଛି ।

ସେହିପରି ଅନୁଗୁଳରେ ୪୨.୭, ବଲାଙ୍ଗିରରେ ୪୨.୫, ତାଳଚେରରେ ୪୨.୩, ଝାରସୁଗୁଡ଼ାରେ ୪୧.୮, ସୋନପୁରରେ ୪୧.୪, ସମ୍ବଲପୁରରେ ୪୧.୧, ଭବାନୀପାଟଣାରେ ୪୧, ହୀରାକୁଦରେ ୪୦.୯, ମାଲକାନଗିରିରେ ୪୦.୬, ଭୁବନେଶ୍ୱରରେ ୪୦.୨ ଏବଂ କଟକରେ ୩୯.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here