ମୁଖ୍ୟମନ୍ତ୍ରୀ ରିଲିଫ୍  ଫଣ୍ତ କୁ ଦଶହଜାର ଟଙ୍କା ହାତ ବଢାଇଲେ ମାଧବସର୍ଦ୍ଧାର

0
68
 କେନ୍ଦୁଝର (ସଂଜୀବ ସାହୁ/ ଆଦ୍ୟାଶା ନ୍ୟୁଜ): ସାମୁଦ୍ରିକ ମହାବାତ୍ୟା ଫୋନି ଯୋଗୁଁ କ୍ଷୟକ୍ଷତି ପୁରଣ ନିମନ୍ତେ ପୂର୍ବତନ ସାଂସଦ ତଥା କେନ୍ଦୁଝର ସଦର ନିର୍ବାଚନ ମଣ୍ତଳୀ ବିଜେଡି ବିଧାୟକ ପ୍ରାର୍ଥୀ ଶ୍ରୀଯୁକ୍ତ ମାଧବସର୍ଦ୍ଧାର ମହୋଦୟ ଙ୍କ ସହଯୋଗ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ତ କୁ ଆଜି କେନ୍ଦୁଝର ଜିଲ୍ଲାପାଳ ଙ୍କୁ ୧୦.୦୦୦ ହଜାର ଟଙ୍କା ଦାନ କରିଛନ୍ତିା
ଲୋକ ଙ୍କ ଦୁଃଖ ରେ ଦୁଃଖିତ ହୋଇ ତାଙ୍କ ପେନସନ ର ଅଧାଟଙ୍କା ଦାନକରିଛନ୍ତିା ଏବଂ ଆଜି ତାଙ୍କ ସହଯୋଗୀ ପଦ୍ମପୁର ଅଞ୍ଚଳର କେତେକ ଯୁବକବନ୍ଧୁ ଙ୍କୁ ସାଙ୍ଗରେ ନେଇ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତିା ରିଲିଫ୍ ଆଦି କାର୍ଯ୍ୟ ରେ ସହଯୋଗ କରିବାକୁ ବାହାରିଛନ୍ତିା ତାଙ୍କ ମାନବ ପଣିଆ କୁ ଜନସାଧାରଣ ପ୍ରସଂଶା କରିବାସହିତ କୃତଜ୍ଞତା ଜଣାଇ ଯାତ୍ରା ରେ ସଫଳ ହେବାକୁ ଆର୍ଶିବାଦ ପ୍ରଦାନ କରିଛନ୍ତିା

LEAVE A REPLY

Please enter your comment!
Please enter your name here