ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

0
69

,କେନ୍ଦୁଝର (ଆଦ୍ୟାଶା ନିଉଜ /ସଂଜୀବ ସାହୁ ) ଏଭଳି ଏକ ଘଟଣା କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ଦୈତାରୀ ହଟିଙ୍ଗରେ ହୋଇଥିବା ଜଣାପଡିଛି। ଖବର ଅନୁଯାୟୀ କିଷାନ ପିଙ୍ଗୁଆ(୩୦) ନାମକ ଯୁବକ ଘରେ କେହି ନଥିବାର ସୁଯୋଗ ନେଇ ଘରର ଦୁଆର ବନ୍ଧ ଭାଙ୍ଗି ବିଧବା ମହିଳା ସୁନେଇଁ ସିଙ୍କୁ(୬୫)ଙ୍କୁ ଦୁଷ୍କର୍ମ କରିଥିଲା । ଏଥିସହ ଯୁବକ ଜଣଙ୍କ ଏକଥା କାହାରିକୁ ପ୍ରକାଶ କଲେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଏନେଇ ଦୈତାରୀ ଥାନାରେ ମହିଳା ଜଣକ ଲିଖିତ ଅଭିଯୋଗ ହେଲା ପରେ ଦୈତାରୀ ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ କିଷାନ ପିଙ୍ଗୁଆକୁ ଗିରଫ କରି କୋର୍ଟ ଚାଲାଣ କରିଛି।

LEAVE A REPLY

Please enter your comment!
Please enter your name here