ମହାରଥୀଙ୍କୁ କୋର୍ଟ ଚାଲାଣ, ପୁରୀ ଏସପି କହିଲେ ଯଥେଷ୍ଟ ପ୍ରମାଣ ରହିଛି

0
95

ଭୁବନେଶ୍ୱର( ଆଦ୍ୟାଶା ନ୍ୟୁଜ): ଗିରଫ ପରେ ପ୍ରଦୀପ ମହାରଥୀଙ୍କୁ କୋର୍ଟ ଚାଲାଣ କଲା ପୋଲିସ । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି ଉମାଶଙ୍କର ଦାସ । ସେ କହିଛନ୍ତି ଯେ ଯଥେଷ୍ଟ ପ୍ରମାଣ ମିଳିବା ପରେ ମହାରଥୀଙ୍କୁ ଗିରଫ କରାଯାଇଛି । ସେ ନିଜେ ସମ୍ପୃକ୍ତ ଥିବାର ଅଭିଯୋଗ ଆସିବାପରେ ତାଙ୍କୁ ଗିରଫ କରାଯାଇଛି । ମହାରଥୀଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ପ୍ରମାଣ ରହିଥିବା ମଧ୍ଯ କହିଛନ୍ତି ଏସପି ଉମାଶଙ୍କର । ସେ ଏହା ମଧ୍ୟ କହିଛନ୍ତି ଯେ ଏଥିରେ ଆଉ ୧୦ରୁ ୧୫ ଜଣ ସମ୍ପୃକ୍ତ ଅଛନ୍ତି । ଶୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଉମାଶଙ୍କର ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here