ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଙ୍କୁ ଭେଟିଲେ ଯୁବ ସମାଜସେବୀ ଡ଼ଃ ଉଇଲିୟାମ ହେନଏଜ

0
93

ନୂଆଦିଲ୍ଲୀ / ଦେବଗଡ଼ (ଆଦ୍ୟାଶା ନ୍ୟୁଜ ) – : ନୂଆଦିଲ୍ଲୀ ଠାରେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଙ୍କୁ ଭେଟିଛନ୍ତି ଦେବଗଡ଼ ଜିଲ୍ଲା ର ଯୁବ ସମାଜସେବୀ ଡ଼ଃ ଉଇଲିୟାମ ହେନଏଜ । ଏହି ଅବସର ରେ ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଙ୍କୁ ଦେବଗଡ଼ ଜିଲ୍ଲା ର ବିଭିନ୍ନ ସମସ୍ୟା ସମ୍ପର୍କ ରେ ଅବଗତ କରାଇ ଏହାର ସମାଧାନ ପାଇଁ ସେ ଅନୁରୋଧ କରିଥିଲେ । ବିଶେଷ କରି ବେରୋଜଗାର ଯୁବକ ,ଯୁବତୀ ମାନଙ୍କ ଥଇଥାନ ଓ MSME ବିଭାଗ ମାଧ୍ୟମ ରେ ଶିଳ୍ପ ପ୍ରତିଷ୍ଠା କରିବାରେ ସହଯୋଗ କରିବାକୁ ନିବେଦନ କରିଥିବାର ଜଣା ଯାଇଛି ।ଏହାଛଡା ଦେବଗଡ଼ କୁ ଆସିବାକୁ ମଧ୍ୟ ନିମନ୍ତ୍ରଣ କରିଥିଲେ । ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ,ଡ଼ଃ ଉଇଲିୟାମ ଙ୍କୁ ଯଥାସମ୍ଭବ ଦେବଗଡ଼ ର ସମସ୍ୟା କୁ ସମାଧାନ କରିବାଉ ଉଦ୍ୟମ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here