‘ଭୋଟର ଭଏସ’ ସାଧାରଣ ରେ ଖୁବ ଆଦୃତ ହୋଇଛି

0
99

ଦେବଗଡ଼ (ବ୍ୟୁରୋ): ଆଦ୍ୟାଶା ନ୍ୟୁଜ ପକ୍ଷରୁ କରାଯାଇଥିବା ନୂଆ କାର୍ଯ୍ୟକ୍ରମ ‘ଭୋଟର ଭଏସ’ ସାଧାରଣ ରେ ଖୁବ ଆଦୃତ ହୋଇଛି । ଇତି ମଧ୍ୟ ରେ ଆମ ବିଜେପୁର ,ଦେବଗଡ଼ ,ବରଗଡ଼ ,ଛେଣ୍ଡିପଡା ,ରାଉରକେଲା ନିର୍ବାଚନ ମଣ୍ଡଳୀ ର କିଛି ଲୋକଙ୍କୁ ଆମ ପ୍ରତିନିଧି ମାନେ ଯାଇ ଭେଟିଛନ୍ତି ଭୋଟର ମାନଙ୍କୁ । ସେମାନଙ୍କ ସହ ଭାବ ବିନିମୟ କରିଛନ୍ତି । ଲୋକେ ତାଙ୍କ ବିଧାନସଭା ଓ ଲୋକସଭା କ୍ଷେତ୍ରର ଆଶାୟୀ ପ୍ରାର୍ଥୀଙ୍କୁ ନେଇ କିଭଳି ମନୋଭାବ ପୋଷଣ କରୁଛନ୍ତି ତାହା ପରଖିଛନ୍ତି ।ଜଣ ସାଧାରଣ ସେମାନଙ୍କ ସମସ୍ୟା ବଖାଣି ଛନ୍ତି । ଆଗାମୀ ଦିନରେ ଆମର ଅନ୍ୟାନ ପ୍ରତିନିଧି ବିଭିନ୍ନ ସ୍ଥାନକୁ ଯାଇ ଭୋଟ୍‌ ଉପରେ ଲୋକଙ୍କ ମତାମତ ନେବେ । ବିଭିନ୍ନ ବିଧାନସଭା କ୍ଷେତ୍ରର ଜନତାଙ୍କୁ ଭେଟିବେ । ଏହି ସବୁ ବିଧାନସଭା କ୍ଷେତ୍ରରେ କେଉଁ ଦଳର ପ୍ରଭାବ ବେଶୀ ରହିଛି ଓ ଲୋକେ କେଉଁ ନେତାଙ୍କୁ ଅଧିକ ପସନ୍ଦ କରୁଛନ୍ତି ସେମାନଙ୍କଠାରୁ ବୁଝିବେ ।

ଓଡିଶା ର ବିଭିନ୍ନ ନିର୍ବାଚନ ମଣ୍ଡଳୀ ରେ ଆମ ଟିମ ପହଂଚିବାକୁ ଚେଷ୍ଟା କରିବ । ଏହା ଏପ୍ରିଲ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here