‘ଭୋଟର ଭଏସ’ ବରଗଡ଼ ରେ

0
186

ବରଗଡ଼ (ବ୍ୟୁରୋ): ଆଦ୍ୟାଶା ନ୍ୟୁଜ ପକ୍ଷରୁ କରାଯାଇଥିବା ନୂଆ କାର୍ଯ୍ୟକ୍ରମ ‘ଭୋଟର ଭଏସ’ ବରଗଡ଼ ର ବିଭିନ୍ନ ନିର୍ବାଚନ ମଣ୍ଡଳୀ କୁ ଆମ ପଶ୍ଚିମ ଓଡିଶା ସଂଯୋଜକ ମୁକୁନ୍ଦ ଦାଶ ଙ୍କ ନେତୃତ୍ଵା ରେ ସର୍ବଶ୍ରୀ ଭବାନୀ ପାଢ଼ୀ ,ଶିଶିର ମେହେର ,ଓ ସରୋଜ ନାୟକ ପ୍ରମୁଖ ଅତାବିରା ,ବିଜେପୁର ,ବରଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଲି ଜନସାଧାରଣ ତଥା ରାଜନୈତିକ ଦଳ ଗୁଡିକ ର କର୍ମକର୍ତା ଙ୍କ ମତାମତ ନେଇ ଥିଲେ ।

LEAVE A REPLY

Please enter your comment!
Please enter your name here