ଭିଜିଲାନ୍ସ ହାତରେ ଧରା ପଡିଲେ ସରକାରୀ ଅଧିକାରୀ

0
106

କେନ୍ଦୁଝର (ଆଲୋକ ମହାନ୍ତ / ଆଦ୍ୟାଶା ନ୍ୟୁଜ) – ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରପଡି କେନ୍ଦୁଝର ଟାଉନ ପ୍ଲାନି କାର୍ଯ୍ୟାଳୟର ଅମିନ ଅନ୍ତର୍ଯ୍ୟାମୀ ଦାସ ଗିରଫ । କେନ୍ଦୁଝର ସହରର ଜଣଙ୍କ ଘର ପ୍ଲାନ ଅନୁମୋଦନ ପାଇଁ ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ବିଭାଗ ପକ୍ଷରୁ ଅଫିସ ଏବଂ କେନ୍ଦୁଝର ଘରେ ଏକା ସଙ୍ଗେ ଚଢ଼ାଉ କରାଯାଇଛି। ଦୀର୍ଘଦିନ ଧରି ଅନ୍ତର୍ଯ୍ୟାମୀ ଙ୍କ ନାମରେ ଅଭିଯୋଗ ହେଇ ଆସୁଥିଲେହେଁ ଆଜି ଭିଜିଲାନ୍ସ ବିଭାଗ କୌଶଳ କ୍ରମେ ଧରିବାକୁ ସଫଳ ହୋଇଛି ।

LEAVE A REPLY

Please enter your comment!
Please enter your name here