ଭିଜିଲାନ୍ସ ଜାଲ ରେ ଡାକ୍ତରାଣୀ

0
109

ନୂଆପଡା ( ଆଦ୍ୟାଶା ନ୍ୟୁଜ / ସତୀଶ ଯୋଶୀ ) – ଆଜି ୭ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ସିନାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ସୁକାନ୍ତି ପଣ୍ଡା ସେହି ସ୍ୱାସ୍ଥ୍ୟ କେନ୍ଦ୍ର ର ସଫେଇ କର୍ମଚାରୀ ମହେଶ ଙ୍କ ଠାରୁ ନେବା ବେଳେ ଧାରା ପଡି ଗିରଫ ହୋଇଛନ୍ତି ।

ଖବର ଲେଖା ହେବ ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here