ଭାଲୁଆକ୍ରମଣରେ ଜଣେ ଗୁରୁତର,

0
46

କେନ୍ଦୁଝର, (ସଂଜୀବ ସାହୁ/ ଆଦ୍ୟାଶ| ନିଉଜ) ତେଲକୋଇ ବ୍ଲକ କାଳିଆହତା ଥାନା କାଳିଆହତା ନିକଟସ୍ଥ କଲଙ୍ଗାପାଳ ଗ୍ରାମର ଜଣେ ବ୍ୟକ୍ତି ଭାଲୁଆକ୍ରମଣ ର ଶିକାର ହୋଇ ଗୁରୁତର ହୋଇଛନ୍ତି। ଜୁରୁଆ ପୂର୍ତ୍ତୀ(୩୫) ଶୁକ୍ରବାର ସକାଳ ୭ଟାରେ ନିଜ ଘର ପାଖ ହୁଡ଼ି କୁ ଶୈାଚ଼ ହେବାକୁ ଯାଇଥିଵାବେଳେ ପାଖ ଜଙ୍ଗଲ ରୁ ହଠାତ୍ ଦୁଇଟି ଭାଲୁ ଆସି ତାଙ୍କ ମୁହଁ କୁ ଆକ୍ରମଣ କରିଥିଲେ।ଫଳରେ ସେ ରକ୍ତାକ୍ତ ହୋଇ ପଡ଼ିଥିଲେ।ପରିବାର ଲୋକେ ଦେଖି ତାଙ୍କୁ ପ୍ରଥମେ କାଳିଆହତା ମେଡ଼ିକାଲ ପରେ ଗୁରୁତର ହେବାରୁ କେନ୍ଦୁଝରମୁଖ୍ୟଚ଼ିକିତ୍ସାଳୟରେ ଭର୍ତ୍ତିକରିଛନ୍ତି।ଡ଼ାକ୍ତର ତାଙ୍କର ଅବସ୍ଥା ଅତି ସଂଙ୍କଟାପନ୍ନ ଥିବା ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here