ଭଙ୍ଗା କୁଡ଼ିଆ ରେ ବିତୁଛି ପ୍ରମୋଦ ଙ୍କ ଜୀବନ : ସରକାର ଦୃଷ୍ଟି ଦିଅନ୍ତୁ

0
80

ବରଗଡ଼ ( ଆଦ୍ୟାଶା ନ୍ୟୁଜ / ଆନନ୍ଦ ମୁଆନି ) – : ବରଗଡ଼ ଜିଲ୍ଲା ପାଇକମାଳ ବ୍ଲକ ଅନ୍ତର୍ଗତ ଲଖମରା ପଂଚାୟତ ର ଲଖମରା ଗ୍ରାମ ରେ ରୁହନ୍ତି ୩୫ ବର୍ଷ ବୟସ ର ପ୍ରମୋଦ କୁମାର ଶ୍ରୀଦା । ଜୀବନ ର ଯୁଧ୍ୟ ରେ ସେ ଏକା । ପରିବାର ରେ କେହି ନାହାନ୍ତି । ଦିନ ମଜୁରିଆ ଭାବେ କାମ କରି ଯାହା ପାଆନ୍ତି ସେଥିରେ ୨ ବେଳା ଖାଇ ରୁହନ୍ତି । ସରକାର ଙ୍କ ପକ୍ଷ ରୁ ତାଙ୍କୁ ରାସନ କାର୍ଡ ଟିଏ ମିଳିଛି । ତେବେ ଘର ଖଣ୍ଡିଏ ନ ଥିବାରୁ ବଡ ହୀନିମାନ ହେଉଛନ୍ତି । ବାରମ୍ବାର ବ୍ଲକ କୁ ଯାଇ ଗୁହାରି କରିଥିଲେ ମଧ୍ୟ ଘର ଖଣ୍ଡେ ମିଳି ପାରିଲା ନାହିଁ ।
ବରଗଡ଼ ଜିଲ୍ଲାପାଳ ମହୋଦୟ ପ୍ରମୋଦ ଙ୍କୁ ଘର ଖଣ୍ଡେ ପାଇବା ରେ ସାହାଯ୍ୟ କଲେ ଉପକୃତ ହୁଅନ୍ତେ ।

LEAVE A REPLY

Please enter your comment!
Please enter your name here