ବିଶିଷ୍ଟ ବ୍ୟକ୍ତିଙ୍କ ନାଁରେ ନକଲି ଫେସ୍‌ବୁକ୍ ଆକାଉଣ୍ଟ ଖୋଲି ଠକୁଥିଲା ନାବାଳକ

0
71

ସମ୍ବଲପୁର – : ସମ୍ବଲପୁରରେ ସାଇବର କ୍ରାଇମ୍‌ରେ ସଂପୃକ୍ତ ଥିବା ଅଭିଯୋଗରେ ଜଣେ ନାବାଳକ ଧରା ପଡ଼ିଛି। ସେହି ନାବାଳକ ଜଣକ ବିଶିଷ୍ଟ ବ୍ୟକ୍ତିଙ୍କ ନାଁରେ ନକଲି ଫେସ୍‌ବୁକ୍ ଆକାଉଣ୍ଟ ଖୋଲି ଠକୁଥିଲା।

ନିଜକୁ VIP ଲୋକର ପରିଚୟ ଦେଇ ଟଙ୍କା ମାଗୁଥିବା ମଧ୍ୟ ଅଭିଯୋଗ ହୋଇଛି। ନାବାଳକ ଜଣକ ସମ୍ବଲପୁର ଜିଲ୍ଲାପାଳ, ମନ୍ତ୍ରୀ ନବ ଦାସଙ୍କ ନାଁରେ ଟଙ୍କା ମାଗୁଥିଲା। ଏପରିକି ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ନାଁରେ ବି ଆକାଉଣ୍ଟ ଖୋଲି ସେ ଠକୁଥିଲା।

LEAVE A REPLY

Please enter your comment!
Please enter your name here