ବିଜୟ ସଂକଳ୍ପ ସଭାରେ ତୈଳମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବଲପୁର ସାଂସଦ ପ୍ରାର୍ଥୀ ଶ୍ରୀ ନିତେଶ ଗଙ୍ଗଦେଵ ଙ୍କ ଯୋଗଦାନ ।

0
82

ଦେବଗଡ଼ (ଆଲୋକ ପ୍ରସାଦ/ଆଦ୍ୟାଶା ନ୍ୟୁଜ) ଆଦ୍ୟ ତା ୧୯/୪ ରିଖ ଅପରାହ୍ନ ୪ ଘଟିକା ସମୟରେ , ହେଲି କେପ୍ଟର ଯୋଗେ କେନ୍ଦ୍ରୀୟ ତୈଳ ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସମ୍ବଲପୁର ସାଂସଦ ପ୍ରାର୍ଥୀ ରାଜା ଶ୍ରୀ ନିତେଶ ଗଙ୍ଗଦେବ ବଲମ ଠାରେ ବିଜୟ ସଂକଳ୍ପ ସଭାରେ ଯୋଗଦାନ କରିଥିଲେ । ଏହି ସଭାରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ , ଓଡ଼ିଶାର ନବୀନ ସରକାର କୁ ତିରସ୍କାର କରିବାସହିତ , ଆଗାମୀ ୨୩ ,ତାରିଖ ହେବା କୁ ଥିବା ସାଧାରଣ ନିର୍ବାଚନରେ ଦେବଗଡ଼ ବିଧାୟକ ପ୍ରାର୍ଥୀ , ଶ୍ରୀ ସୁବାଷ ଚନ୍ଦ୍ର ପାଣିଗ୍ରାହୀ ଓ ଲୋକସଭା ସାଂସଦ ପ୍ରାର୍ଥୀ ଶ୍ରୀ ନିତେଶ ଗଙ୍ଗଦେଵ ଙ୍କୁ ପଦ୍ମ ଫୁଲ ଚିନ୍ହ ରେ ମୋହର ମାରି ବିଜୟୀ କରାଇବାପାଇଁ ନିବେଦନ କରିଥିଲେ । ଏହାଛଡା ଏହି ସଭାରେ , ବିଜେପି ଜିଲ୍ଲା ସଭାପତି ଅରୁଣ ସାହୁ, ଜିଲ୍ଲା ପରିଷଦ ଅଧଖ୍ୟା ସୁଧାମୟୀ ପଟେଲ , ଜୟ କୃଷ୍ଣ ପ୍ରଧାନ , ହର ପାଣି , ସୁଧୀର ବ୍ରହ୍ମା , ଆଲୋକ ମିଶ୍ରଙ୍କ ସମେତ ବିଜେପି ର ଅନ୍ୟାନ୍ୟ କାର୍ଯ୍ୟ କର୍ତା ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here