ବିଜେପୁରରେ ଗୁଳିକାଣ୍ଡ ; ୩ ଅଟକ, ବନ୍ଧୁକ ଓ ଗୁଳି ଜବତ

0
72

ବିଜେପୁର ( ଆଦ୍ୟାଶl ନିଉଜ) : ବରଗଡ ଜିଲ୍ଲା ବିଜେପୁର ଲାଉମୁଣ୍ଡା ଗାଁରେ ପୁଣି ଗୁଳିକାଣ୍ଡ ହୋଇଛି । ଗୁଳିମାଡ ପରେ ୩ଜଣଙ୍କୁ ଅଟକରଖି ପୋଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ଘଟଣାସ୍ଥଳରୁ ବନ୍ଧୁକ ଓ ଗୁଳି ଜବତ ହୋଇଛି ।ଗୁ Iଳିକାଣ୍ଡ ପରେ ଗାଁରେ ଉତ୍ତେଜନା ପରିସ୍ଥିତି ଲାଗି ରହିଛି । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିବା ବେଳେ ପୋଲିସକୁ ଘେରିଥିଲେ ଗ୍ରାମବାସୀ । ତେବେ ଗୁଳିମାଡର ପ୍ରକୃତ କାରଣ ସ୍ପଷ୍ଟ ଜଣାପଡିନାହିଁ ।

LEAVE A REPLY

Please enter your comment!
Please enter your name here