ବିଜେପି ରାଜ୍ୟ ସ୍ୱାସ୍ଥ୍ୟ ପ୍ରକୋଷ୍ଠ ସଂଯୋଜକ ଡାକ୍ତର ରାମକୃଷ୍ଣ ପୁରୋହିତ ଦଳ ଛାଡ଼ିଲେ

0
98

ବରଗଡ଼ ( ମୁକୁନ୍ଦ ଦାଶ / ଆଦ୍ୟାଶା ନ୍ୟୁଜ ) : ବିଜେପି ରାଜ୍ୟ ସ୍ୱାସ୍ଥ୍ୟ ପ୍ରକୋଷ୍ଠ ସଂଯୋଜକ ଡାକ୍ତର ରାମକୃଷ୍ଣ ପୁରୋହିତ ଦଳ ଛାଡ଼ିଲେ | ସେ ବିଧିବଦ୍ଧ ଭାବେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କୁ ଇ – ମେଲରେ ଇସ୍ତଫା ପତ୍ର ପଠାଇଛନ୍ତି | ଏଥର ନିର୍ବାଚନରେ ବରଗଡ଼ ଲୋକସଭା ପାଇଁ ଡାକ୍ତର ରାମକୃଷ୍ଣ ପୁରୋହିତ ଟିକେଟ ପାଇଁ ଆଶାୟୀ ଥିଲେ, ଦଳ ଅଣଦେଖା କରିବାରୁ ଦଳ ଛାଡ଼ିଲେ ସେ ଅନ୍ୟ କୌଣସି ଦଳ ରେ ଯୋଗ ଦେବା ପାଇଁ ନିଷ୍ପତ୍ତି ନେଇନାହାନ୍ତି |

LEAVE A REPLY

Please enter your comment!
Please enter your name here