ବିଜେପିରୁ ପ୍ରଦୀପ ପୁରୋହିତ ଏବଂକଂଗ୍ରେସ ରୁ ରିପୁନାଥ ସେଠ ,ବିଜେଡି ରୁ ବିଜୟ ସିଂ ବରିହା ଙ୍କ ବ୍ୟତୀତ ସ୍ୱାଧୀନ ଭାବେ ପୂର୍ଣଚନ୍ଦ୍ର ପଣ୍ଡା ଙ୍କ ପ୍ରାଥୀଙ୍କ ନାମାଙ୍କନ ପତ୍ର ଦାଖଲ।

0
118

ବରଗଡ଼ (ବଳରାମ ଦୀପ //ଆଦ୍ୟାଶା ନ୍ୟୁଜ) – ଆଜି ପଦ୍ମପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ବିଜେପୁର ଓ ପଦ୍ମପୁର ନିର୍ବାଚନ ପାଇଁ ବିଜେପିରୁ ପ୍ରଦୀପ ପୁରୋହିତ , କଂଗ୍ରେସ ରୁ ରିପୁନାଥ ସେଠ ,ବିଜେଡି ରୁ ବିଜୟ ସିଂ ବରିହା ଙ୍କ ବ୍ୟତୀତ ସ୍ୱାଧୀନ ଭାବେ ପୂର୍ଣଚନ୍ଦ୍ର ପଣ୍ଡା ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here