ବିଜେଡି ପକ୍ଷରୁ ୯ ବିଧାନସଭା ପ୍ରାର୍ଥୀ ନାଁ ଘୋଷଣା

0
94

ଭୁବନେଶ୍ବର,-ଆଜି ବିଜୁ ଜନତା ଦଳ ୯ଟି ବିଧାନସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ।

ବିଜେଡିର ୯ଟି ବିଧାନସଭା ପ୍ରାର୍ଥୀ ହେଲେ:

ବାଲିକୁଦା ଏରସମା: ରଘୁନନ୍ଦନ ଦାସ

ନୀଳଗିରି: ସନ୍ତୋଷ ଖଟୁଆ

ଆନନ୍ଦପୁର: ଭାଗିରଥି ସେଠୀ

ନିମାପଡା: ସମୀର ଦାସ

ପିପିଲି: ପ୍ରଦୀପ ମହାରଥୀ

ଜଗତସିଂହପୁର: ପ୍ରଶାନ୍ତ ମୁଦୁଲି

ଧାମନଗର: ରାଜେନ୍ଦ୍ର ଦାସ

କାକଟପୁର: ସୁରେନ୍ଦ୍ର ସେଠୀ

ନିଆଳି: ପ୍ରମୋଦ ମଲ୍ଲିକ

LEAVE A REPLY

Please enter your comment!
Please enter your name here