ବିକାଶ ଠୁ ବହୁ ଦୂର ରେ ଗୋଡୁଅ ଟୋପା ଗାଁ

0
47
କେନ୍ଦୁଝର (ସଂଜୀବ ସାହୁ/ଆଦ୍ୟାଶ| ନିଉଜ)  କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ମଲଦା ପଞ୍ଚାୟତ ର ଗୋଡୁଅ ଟୋପା ଗାଁ ଏହି ଗ୍ରାମ ରେ ୨ ସହ ରୁ ଉର୍ଦ୍ଧ ଆଦିବାସୀ  ଲୋକ ବସବାସ କରନ୍ତି ମାତ୍ର ଦେଶ ସ୍ଵାଧୀନ ହେବାର ୭୩ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ଗ୍ରାମ କୁ ଆଜିଯାଏ ବିକାଶ ର ଚାଇ ମଧ୍ୟ ପଡିନି ଏହି ଗ୍ରାମରେ ଆଜିଯାଏ ନଳକୂପ ଟିଏ ନାହିଁ ଫଳ ରେ ଜଗଦଲା ଡିୟାମ ପାଣି କୁ ପାନୀୟ ଜଳ ଭାବରେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ଶୋଭାଗ୍ୟ ଯୋଜନା ଏଠି ପ୍ରହସନ ରେ ପରିଣତ୬ ମାସ ପୂର୍ବରୁ ଖାଲି ବିଦ୍ୟୁତ୍ ଖୁଣ୍ଟ ପୋତା ଯାଇଛି ମାତ୍ର ବିଜୁଳି ନାହିଁ ଫଳରେ ଜଙ୍ଗିଲି ଜୀବଜନ୍ତୁ ଭୟ ରେ ସନ୍ଧ୍ୟା ହେଲେ ତାଟି କବାଟ ପକାଇ ରହିବା ସହିତ ଛାତ୍ରଛାତ୍ରୀ ମାନେ ଡିବିରି ଆଲୋକ ରେ ପାଠ ପଢ଼ୁଛନ୍ତି ସନ୍ଧ୍ୟା ହେଲେ ଅସାମାଜିକ ଙ୍କ ପାଦୃଭାବ ବୃଦ୍ଧି ହେଉଛି ଏ ଥି ପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବା ସହ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣ ରେ ଦାବି ହେଉଛି

LEAVE A REPLY

Please enter your comment!
Please enter your name here