ବାଇକ୍ ରୁ ପଡ଼ି ଜଣେଗୁରୁତର

0
41

କେନ୍ଦୁଝର, (ସଂଜୀବ ସାହୁ/ ଆଦ୍ୟାଶ| ନିଉଜ)  ବାଇକ୍ ସ୍ଲିପ୍ କରିବାରୁ ପଥର ରେ ବାଡ଼େଇ ହୋଇ ଜଣେ ଗୁରୁତର ଆହୋତ ହୋଇଛନ୍ତି। ପ୍ରାପ୍ତସୂଚ଼ନାଅନୁସାରେ,ଝୁମ୍ପୁରା ବ୍ଲକ ବାରିଆ ଥାନା କଇଁଶ ଗ୍ରାମର ମନୋଜ ପରିଡ଼ା(୨୨) ଚ଼ାନ୍ଦପୋଶି ଯାଉଥିବାବେଳେ ରାସ୍ତାରେ ବାଲିଥିବାରୁ ଅନ୍ଦାରରେ ଜାଣି ନ ପାରି ବାଇକ୍ ଚ଼କ ସ୍ଲିପ୍ କରି ତଳେ ପଡ଼ିଯାଇଥିଲେ।ପଡ଼ିଜିବା ଫଳରେ ପଥର ରେ ତାଙ୍କ ମୁଣ୍ତ ବାଡ଼େଇ ହୋଇ ରକ୍ତଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିଥିଲେ।ଜଣେ ଅଚ଼ିହ୍ନାଁ ବ୍ୟକ୍ତି ତାଙ୍କୁ ଦେଖି ନିଜ କାର୍ ରେ କେନ୍ଦୁଝର ମୁଖ୍ୟଚ଼ିକିତ୍ସାଳୟ ରେ ଆଣି ଭର୍ତ୍ତିକରିଛନ୍ତି।

LEAVE A REPLY

Please enter your comment!
Please enter your name here