ବରିଷ୍ଠ ସାମ୍ବାଦିକ  ପ୍ରଭାତ ଦାଶ ଙ୍କ ପରଲୋକ

0
43

ଭୁବନେଶ୍ୱର,(ଆଦ୍ୟାଶା ନିଉଜ ବ୍ୟୁରୋ): ବରିଷ୍ଠ ସାମ୍ବାଦିକ  ପ୍ରଭାତ ଦାଶ (୬୨)ଙ୍କ ଗୁରୁବାର ପରଲୋକ ହୋଇଛି। ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ସମୟରେ ତାଙ୍କୁ ହୃଦ୍‌ଘାତ ହୋଇଥିଲା। ସେ ଓଡ଼ିଶା ଜର୍ନାଲିଷ୍ଟ୍‌ ୟୁନିଅନ ସଭାପତି ତଥା ପ୍ରେସ୍‌ କାଉନ୍‌ସିଲ୍‌ ଅଫ୍‌ ଇଣ୍ଡିଆର ସଦସ୍ୟ ଥିଲେ। ଏଥିସହ ସେ ବିଭିନ୍ନ ସଙ୍ଗଠନ ସହ ଜଡିତ ଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରୁ ଶୋକ ପ୍ରକାଶ ପାଇଛି।

ଆଦ୍ୟାଶା ନିଉଜ ପକ୍ଷ ରୁ ସମ୍ପାଦିକା ରଶ୍ମିତା ରାଉତ ଏବଂ ସମସ୍ତ ସାମ୍ବାଦିକ ଗଭୀର ଶୋକ ପ୍ରକାଶ କରିଁଛନ୍ତି

LEAVE A REPLY

Please enter your comment!
Please enter your name here