ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ରେ ଉତେଜନା

0
55

ବରଗଡ଼ (ଆଦ୍ୟାଶା ନ୍ୟୁଜ / ମୁକୁନ୍ଦ ଦାଶ ) – ବରଗଡ଼ ମୁଖ୍ୟ ଚିକିତ୍ସାଳୟରେ ରେ ଉତେଜନା । ଚିକିତ୍ସା ଅବହେଳା ରେ ରୋଗୀଙ୍କ ମୃତ୍ୟୁ ଘଟିଛି ବୋଲି ପରିବାର ଲୋକଙ୍କ ଅଭିଯୋଗ । ବେହେରା ଟିକ୍ରା ର ଚୈତନ୍ୟ ବେହେରା ଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ଘଟିଛି ବୋଲି ଅଭିଯୋଗ । ଉତ୍ୟକ୍ତ ଲୋକଙ୍କ ଦ୍ୱାରା ମୁଖ୍ୟ ଚିକିତ୍ସାଳୟରେ ର ଫାଟକ ପାଖରେ ଆନ୍ଦୋଳନ ଜାରି ଥିବା ବେଳେ ଘଟଣା ସ୍ଥଳରେ ପୋଲିସ ଉପସ୍ଥିତ ରହି ଘଟଣା ର ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here