ବରଗଡ଼ – ପ୍ରସନ୍ନ ଓ ସୁରେଶ କଲେ ପ୍ରାର୍ଥିପତ୍ର ଦାଖଲ

0
150

ବରଗଡ଼ (ମୁକୁନ୍ଦ ଦାଶ /ସରୋଜ ନାୟକ /ଆଦ୍ୟାଶା ନ୍ୟୁଜ) ଆଜି ବରଗଡ଼ ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିଜର ଶତାଧିକ ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ଶୋଭାଯାତ୍ରାରେ ଯାଇ ବରଗଡ଼ ନିର୍ବାଚନ ଅଧିକାରୀଙ୍କ ନିକଟରେ ସେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ।ସେହିପରି ବିଜେପି ପ୍ରାଥୀ ସୁରେଶ ପୂଜାରୀ  ମଧ୍ୟ ନିଜର ସମର୍ଥକ ମାନଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।

LEAVE A REPLY

Please enter your comment!
Please enter your name here