ଫନି ବିପର୍ଯ୍ୟସ୍ତକଂ ପାଇଁ ସହାୟତାର ହାତ ବଢାଇଲେ ବଣାଇଁ ବ୍ୟବସାୟୀ ମାନେ ଓ ଯୁବ ସମାଜସେବୀ।

0
98

ବଣାଇଁ (ରମେଶ ଚନ୍ଦ୍ର ବେହେରା / ଆଦ୍ୟାଶା ନ୍ୟୁଜ ) ଫନି ବିପର୍ଯ୍ୟସ୍ତକଂ ପାଇଁ ସହାୟତାର ହାତ ବଢାଇଲେ ବଣାଇଁ ବ୍ୟବସାୟୀ ମାନେ ଓ ଯୁବ ସମାଜସେବୀ। ବାତ୍ୟା କ୍ଷତିଗ୍ରସ୍ତଙ୍କୁ ସହାୟତା ଯୋଗାଇଦେବା ପାଇଁ ବାତ୍ୟା ବିପନ୍ନଙ୍କ ଉଦେଶ୍ଯରେ ଚୁଡା, ବିସ୍କୁଟ, ଚିନି, ଚାଉଳ, ପାନୀୟ ଜଳର, ଗୁଡ ଖାଦ୍ୟ ସାମଗ୍ରୀ ୨ହଜାର ଲୋକଙ୍କ ପାଇଁ ଦିଆଯିବ ବୋଲି ଜଣାପଡିଛି। ବଣାଇଁରୁ ବ୍ୟବସାୟୀ ମାନେ ହେଲେ ହରି ଶଂକର ସାହୁ, ରମେଶ ଦଣ୍ଡିଆ, ଏମିତି ରିଙ୍କୁ, ମନୋଜ ମାହାନ୍ତି, ବାବୁଲୁ ସାହୁ, ଟୁଲୁ ଦୋକାନୀ, Sଲିଂଗରାଜ ପ୍ରଧାନ, ଟିକିନା ଭାଇ, ଏବଂ ଯୁବ ସମାଜସେବୀ ଅନିଲ କୁମାର ଦାସ, ଦ୍ବାରିକା ପାତ୍ର, ସପନ କୁମାର ପାତ୍ର, ଅମେଲେନ୍ଦୁ ମଣ୍ଡଲ, ପକଂଜ ପାତ୍ର, ପ୍ରମୁଖ ସାହାଯ୍ୟରେ ହାତ ବଢ଼ାଇ ଥିଲେ। ଏହି ଫାନି ବିପର୍ଯ୍ୟସ୍ତକଂ ସହାୟତାର ପାଇଁ ମଗଂଲ ବାର ଦିନ ରାତିରେ ବଣାଇଁରୁ ବାହାରି ପୁରୀ ଜିଲ୍ଲା ଅଞ୍ଚଳରେ ଯାଇ ସହାୟତା ପ୍ରଦାନ କରାଯିବ ବୋଲି ବ୍ୟବସାୟୀ ମାନେ ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here