ପ୍ରାର୍ଥୀପତ୍ର ଦାଖଲ କଲେ ବିଜେଡି ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତ

0
94

କନ୍ଧମାଳ (ବି.ଭି. ଶଙ୍କର /ଆଦ୍ୟାଶା ନ୍ୟୁଜ) : ଆଜି କନ୍ଧମାଳ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ତାଙ୍କର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ମାଜିକୁଦା ଛକରୁ ସମର୍ଥକ ଓ ବିଜେଡି କର୍ମୀମାନଙ୍କ ଗହଣରେ ଶୋଭାଯାତ୍ରାରେ ବାହାରି ଶ୍ରୀ ସାମନ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପରେ ରିଟର୍ଣ୍ଣିଙ୍ଗ୍‌ ଅଫିସରଙ୍କ ନିକଟରେ ୩ ସେଟ୍‌ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

LEAVE A REPLY

Please enter your comment!
Please enter your name here