ପୃଥକ୍ ପୃଥକ୍ ଦୁର୍ଘଟଣା ରେ ଜଣେ ମୃତ

0
105

କେନ୍ଦୁଝର – କେନ୍ଦୁଝର ଜିଲ୍ଲା ରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ଘଟି ବହୁ ଜୀବନ ଅକାଳରେ ବୃଦ୍ଧି ପାଇବାରେ ଲାଗୁଛି ମାତ୍ର ସଚେତନତା ଚାଲିଛି ଖାଲି ନାମକୁମାତ୍ର ଫଳରେ ଦୁର୍ଘଟଣା କମିବା ନାଧରୁନି ମଙ୍ଗଳବାର ଦିନ କାଞ୍ଜିପାଣି ଘାଟି ରେ ଏକ ଟ୍ରକ୍ ଏକ ବାଇକ୍ ଉପରେ ଚଢ଼ି ଯିବାରୁ ଜଣେ ମୃତୁ ବରଣ କରିଛନ୍ତି ସୂଚନା ଅନୁସାରେ ମୃତକ ଜନକ ହେଉଛନ୍ତି ତେଲକୋଇ ବ୍ଲକ ର କରଦଙ୍ଗି ଗ୍ରାମ ର ରଙ୍ଗିତ୍ ଲୋହର ରଞ୍ଜିତ ଏବଂ ତାଙ୍କ ସ୍ତ୍ରୀ କେନ୍ଦୁଝର ଅଭିମୁଖେ ଯାଉଥିଲେ ସେହି ପରି ପାଟଣା ବ୍ଲକ ଅନ୍ତର୍ଗତ ଧାନ ବେଣୀ ନିକଟରେ ଏକ ଅଟୋ ଟି ଶିଶୁ ମନ୍ଦିର ରୁ ଛାତ୍ର ଛାତ୍ରୀ ଙ୍କୁ ନେଇ ଆସୁଥିଲା ମାତ୍ର ହଟାତ୍ ଅଟୋ ଟି ରେ ନିଆଁ ଲାଗିଯାଇଥିଲା ସୌଭାଗ୍ୟ କୁ କେହି ମୃତା ହତ୍ ହୋଇ ନାହିଁ ନ୍ତୀ

LEAVE A REPLY

Please enter your comment!
Please enter your name here