ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର ୨୪୭ / ୩୧୦ନମ୍ବର ବୁଥ ରେ ବ୍ୟାପକ ଅବ୍ୟବସ୍ଥା

0
115

ବଲାଙ୍ଗୀର (ଆଦ୍ୟାଶା ନ୍ୟୁଜ / ଜଗଦୀଶ ଭୋଇ /ଲଳିତ ମଲିକ): ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ର

୨୪୭ ନମ୍ବର ବୁଥ ରେ ବ୍ୟାପକ ଅବ୍ୟବସ୍ଥା ଦେଖା ଦେଇଥିବାର ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାଇ ୭.୩୦ ସମୟ ହୋଇ ଯାଇ ଥିଲେ ମଧ୍ୟ ମୁଣ୍ଡଦହ ଗ୍ରାମର ଏହି ବୁଥ ରେ ନିର୍ଧାରିତ ସମୟ ଠାରୁ ବିଳମ୍ବ ରେ ଭୋଟ ଆରମ୍ଭ ହୋଇ ଥିବାର ଜାଣିବାକୁ ମିଳିଛି ।ଏହାଛଡା ଖାଲିପଥର ଗ୍ରାମ ର ବୁଥ ନମ୍ବର ୩୧୦ ରେ EVM ରେ ତ୍ରୁଟି ଥିବାରୁ ସେଠାରେ ମଧ୍ୟ ଭୋଟ ଦାନ ରେ ଅବ୍ୟବସ୍ଥା ଦେଖା ଦେଇଛି ।

LEAVE A REPLY

Please enter your comment!
Please enter your name here