ପଧାନପାଟ ଜଙ୍ଗଲ ରୁ ପଳାଇ ଆସିଥିବା କୁଟୁରା ଉଦ୍ଧାର

0
68

ଦେବଗଡ଼ (ଆଦ୍ୟାଶା ନ୍ୟୁଜ / ଆଲୋକ ପ୍ରସାଦ ) – ଦେବଗଡ଼ ସହର ରୁ ଏକ ଦେଢ଼ ବର୍ଷ ର କୁଟୁରା କୁ ଉଦ୍ଧାର କରିଛି ବନବିଭାଗ । କୁଟୁରା ଟି ପଧାନପାଟ ଜଙ୍ଗଲ ରୁ ପଳାଇ ଆସିଥିଲା । ଖବର ପାଇ ଦେବଗଡ଼ ଡ଼ିଏଫଓ କ୍ଷମା ଷଡ଼ଙ୍ଗୀ ଏବଂ କେନ୍ଦୁପତ୍ର ଡ଼ିଏଫଓ ଫାଲ୍ଗୁନୀ ସାରଥୀ ମଲ୍ଲିକ ,ରେଞ୍ଜ ଫରେଷ୍ଟ୍ର ପ୍ରଶାନ୍ତ ଶତପଥି ଙ୍କ ନେତୃତ୍ୱ ରେ ଫରେଷ୍ଟ ଗାର୍ଡ ଭୋଳେଶ୍ୱର ସାହୁ ,ପଧାନପାଟ ପ୍ରୋଟେକ୍ସନ ବିଭାଗ ଓ ସ୍ଥାନୀୟ ଲୋକଙ୍କ ସହାୟତା ରେ କୁଟୁରା ଟିକୁ ଧରାଯାଇଥିଲା କୁଟୁରା ଟି ର ସାମାନ୍ୟ ଆହତ ହୋଇଥିବାରୁ ଚିକିତ୍ସା ପରେ ପଧାନପାଟ ଜଙ୍ଗଲ ରେ ଛାଡି ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here