ପଦ୍ମପୁର ମହାଲକ୍ଷ୍ମୀ ପୂଜାପାଇଁ ଉତ୍ସବମୁଖର

0
41
କେନ୍ଦୁଝର(ସଂଜୀବ ସାହୁ/ଆଦ୍ୟାଶ| ନିଉଜ):  କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ ପଦ୍ମପୁର ର ପ୍ରସିଦ୍ଧ ମହାଲକ୍ଷ୍ମୀ ପୂଜା ଆଜି ଅନୁଷ୍ଠିତ ହୋଇଯାଇଛି।ଦିବା ୧.୩୦ ସମୟରେ ପୂର୍ବ ପୁରୁଷରୁ କୋଳସ ଆଣୁଥିବା ପଦ୍ମପୁର ନିକଟସ୍ଥ ପଦ୍ମପୋଖରୀ ରୁ କଳସ ଶୋଭାଯାତ୍ରା ରେ ଝିଅ ବହୁ ମହିଳା ମାନେ ଯାଇ କୋଳସ ଆଣି ମା ଙ୍କ ପୂଜା ମଣ୍ତପରେ ସ୍ଥାପନ କରିଥିଲେ।ପଦ୍ମପୁର ନିକଟସ୍ଥ ରୁକୁଣାପୁର ହୃଦାନନ୍ଦ ମିଶ୍ର ପୂଜାକାର୍ଯ୍ୟ କରିଥିଲେ।ଏହି ଅବସରେ ଚ଼ଳିତ ବର୍ଷ ୧୨ଫୁଟ ର ମୃର୍ତ୍ତୀ ନିର୍ମାଣ କରାଯାଇଛି ଉଚ୍ଚ ତୋରଣ ରଙ୍ଗିନ ଲାଇଟ ସାଜ ସଜ୍ୟା ରେ ପୂଜାମେଢ ଝଲସି ଉଠିଛି। ଜନସାଧାରଣ ଙ୍କ ମନରଞ୍ଜନ ପାଇଁ ୧୪ରିଖ ଠାରୁ ୧୮ ରିଖ ପର୍ଯ୍ୟନ୍ତ ରାଜଧାନୀ ଅପେରା ଅନୁଷ୍ଠିତହେବ।ବିଶେଷ ଆକର୍ଷଣ ୧୪,୧୫ ଆଲବମ କୁଇନ ସେନେ ହିରୋଇନ ରାନୀ ପ୍ରିୟଦର୍ଶନୀ ୧୬ରିଖ ଗାଁ ପ୍ରତିଭା ପଦ୍ମପୁର ଡ୍ୟାନ୍ସଗ୍ରୁପ ପକ୍ଷରୁ କୁନି କୁନି ଛୋଟ ବଡ଼ କଳାକାର ଙ୍କୁ ନେଇ ନାଚ଼ ଗୀତ ଅନୁଷ୍ଠିତହେବ।୧୭,୧୮ ଆଲବନ ଆଇଟମ ଗାଲ୍ କ୍ରିଷ୍ଣା ଡ୍ୟାନ୍ସ ଏକାଡ଼େମୀ ପରିବେଶଣ କରିବେ ଭକ୍ତ ମାନଙ୍କ ପାଇଁପ୍ରତ୍ୟେକ ଦିନ ଖିଚ଼ୁଡ଼ି,ପଲଉ,କାକରା,ପୁରୀ ବଣ୍ଟନ କରାଯିବ ପୂଜା ପାଇଁ ମୀନା ବଜାର ଦୋଳି ସୁସ୍ବାଦୁ ବିଭିନ୍ନ ଦୋକାନ ବସିଛି। ଆଖପାଖ ଅଞ୍ଚଳର ବହୁ ଜନସାଧାରଣ ମା ଙ୍କୁ ଦର୍ଶନ କରି ମୀନାବଜାର ମଜାନେବାକୁ ଗୋହଳି ପୂର୍ଣ୍ଣ ରହିବ।ଶାନ୍ତିଶୃଙ୍ଖଳା ରକ୍ଷାକରିବା ପାଇଁ ସଦର ପୋଲିସ ଉପସ୍ଥିତ ରହିବ ବୋଲି ସଭାପତି ବିଜୟ କୁମାର ସାହୁ ସଂମ୍ପାଦକ ଉତ୍ତମ କୁମାର ସାହୁ ସହସଂମ୍ପାଦକ ଜନ୍ମେଜୟ ସାହୁ କୋଷାଧକ୍ଷ ବିନୋଦ କୁମାର ସାହୁ ସହକୋଷାଧକ୍ଷ ସରୋଜ କୁମାର ସାହୁ କହିଛନ୍ତି। କମିଟିର ସଦସ୍ୟ ଦିଦ୍ୟଲୋଚ଼ନ ସାହୁ,ମନୋରଞ୍ଜନ ସାହୁ,ବିନନ୍ଦ ସାହୁ ହୃଷୀକେଶ ସାହୁ, ସୁଦର୍ଶନ ସାହୁ,ଚ଼ତୁର୍ଭୁଜ ସାହୁ,ଗିରିଶ ସାହୁ ଗୋପାଳ ଚ଼ନ୍ଦ୍ର ସାହୁ,କିଶୋର ଚ଼ନ୍ଦ୍ର ସାହୁ,ମନୋରଞ୍ଜନ ରାଉତ,ଅବିନାଶ ସାହୁ,ଜନ୍ମେଜୟ ସାହୁ,ସାମାଜିକ କର୍ମୀ ଗଣେସ୍ଵର ମୁଣ୍ତା,ଅଜିତ କୁମାର ସାହୁ,ନିରଂଜନ ପୃଷ୍ଟି,ରାମଶଙ୍କର ସାହୁ,ଯୋଗେନ୍ଦ୍ରନାଥ ସାହୁ,କିଶୋର ଚ଼ନ୍ଦ୍ର ସାହୁ,ନବ କୁମାର କୁଅଁର,ତପନ କୁମାର ବେହେରା,ଅଜିତ କୁମାର ପୃଷ୍ଟି,ବିଦ୍ୟାଧର ସାହୁ,ମନୋରଞ୍ଜନ ରାଉତ,ମନୋରଞ୍ଜନ ସାହୁ,ପ୍ରବୀଣ କୁମାର ସାହୁ,ସୁବୋଧ କୁମାର ସାହୁ,ସୁରେନ୍ଦ୍ର କୁମାର ସାହୁ,ପ୍ରଦୀପ କୁମାର ସାହୁ,ବିନୋଦ ବିହାରୀ ସାହୁ,ନିର୍ମଳ କୁମାର ସାହୁ,ଗୈାତ୍ତମ କୁମାର ପୃଷ୍ଟି,ଚ଼ନ୍ଦ୍ରଶେଖର ସାହୁ,ଲକ୍ଷ୍ମୀକାନ୍ତ ରଥ,ଦିବ୍ୟୋଲୋଚ଼ନ ପୃଷ୍ଟି,ଦେବାଶିଷ ସାହୁ,ଗୋପୀନାଥ ସାହୁ,ଦିଦ୍ୟୋଲଚ଼ନ ସାହୁ,ପ୍ରଦୀପ କୁମାର ସାହୁ,ଶୁକଦେବ ସାହୁ,ରଂଜନ କୁମାର ସାହୁ,ଗଣେଶ୍ଵର ସାହୁ,ଅଜିତ କୁମାର ସାହୁ,ସୁଶାନ୍ତ କୁମାର ସାହୁ,ଗୁରୁଦେବ ସାହୁ,ଅମିତ କୁମାର ସାହୁ,ରାଜ କୁମାର ସାହୁ,ସଂଜୀବ କୁମାର ସାହୁ,କୁମ୍ଭକର୍ଣ୍ଣ ଦେହୁରୀ,ଗୁରୁଚ଼ରଣ ଦେହୁରୀ,ଆନନ୍ଦ ଚ଼ନ୍ଦ୍ର ସାହୁ,ଚ଼କ୍ରଧର ସାହୁ,ଜଳଧର ସାହୁ,ଅମରେନ୍ଦ୍ର କୁଅଁର,ସହଦେବ କୁଅଁର,ରସାନନ୍ଦ ସାହୁ,ପରମାନନ୍ଦ ସାହୁ,ପରେଶ ଚ଼ନ୍ଦ୍ର ସାହୁ,ଶେଷ ଦେବ ସାହୁ,ପ୍ରଶାନ୍ତ କୁମାର ସାହୁ,ଧନେଶ୍ବର ସାହୁ,ରୋହିତ କୁମାର ସାହୁ,ଶିବାଶିଷ ସାହୁ,ଅନିରୋଧ ସାହୁ,ବଦ୍ରିନାଥ ସାହୁ,ସୁଦର୍ଶନ ସାହୁ,ଶତୃଘ୍ନ ସାହୁ,କମଳ ଲୋଚ଼ନ ସାହୁ,ପ୍ରମୁଖ ପରିଚ଼ାଳନା କରୁଛନ୍ତି।

LEAVE A REPLY

Please enter your comment!
Please enter your name here