ନୂଆପଡା ଓ ଖଡ଼ିଆଳ ରେ ପ୍ରାଥୀ ପତ୍ର ଦାଖଲ

1
114

ଖଡ଼ିଆଳ – (ଯୁଗଳ କିଶୋର ଚଳ|ନ //ଆଦ୍ୟାଶା ନ୍ୟୁଜ) -ଆଜି ନୂଆପଡ଼ା ଜ଼ିଲ୍ଲା ର ଉଭୟ ନୂଆପଡା ଓ ଖଡ଼ିଆଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଖଡ଼ିଆଳ ର ବିଜେପି ପ୍ରାଥୀ ଶ୍ରୀମତି ରିତା ରାଣୀ ବଗର୍ତି, ବିଜେଡି ର ଲମ୍ବୋଦର ନିଆଲ ଓ କଂଗ୍ରେସ ର ଅଧିରାଜ ପାଣିଗ୍ରାହୀ ଏବଂ ନୂଆପଡ଼ା ନିର୍ବାଚନ ମଣ୍ଡଳୀର ବିଜେପି ହୋମସିଂ ମାଝୀ,, ବିଜେଡି ର ରାଜେନ୍ଦ୍ର କୁମାର ଢୋଲକିଆ ଓ କଂଗ୍ରେସ ର ଘାସିରାମ ମାଝୀ ତଥା ଅନ୍ୟ ପାଞ୍ଚ ଜଣ ସ୍ୱାଧୀନ ପ୍ରାଥୀ ଭାବେ ନିଜ ସମର୍ଥକ ମାନଙ୍କ ସହିତ ଆସି ନୂଆପଡ଼ା ର ଉପ ଜ଼ିଲ୍ଲାପାଲ ପାଖେ ପ୍ରାଥୀ ପତ୍ର ଦାଖଲ କରିଥିଲେ |

1 COMMENT

LEAVE A REPLY

Please enter your comment!
Please enter your name here