ନାମାଙ୍କନ ପତ୍ର ଦାଖଲ କଲେ ରମେଶ ଚନ୍ଦ୍ର ମାଝୀ ଓ ପ୍ରକାଶ ଚନ୍ଦ୍ର ମାଝୀ

0
118

ନବରଙ୍ଗପୁର (କାମିନୀ ରଂଜନ ପାଣ୍ଡେ/ଆଦ୍ୟାଶା ନ୍ୟୁଜ୍) ଆଜି ନବରଙ୍ଗପୁର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ ରମେଶ ଚନ୍ଦ୍ର ମାଝୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନିଜର ହଜାର ହଜାର ସମର୍ଥକ ଓ ଦଳୀୟ କର୍ମୀଙ୍କ ସହ ଶୋଭାଯାତ୍ରା ରେ ଯାଇ ନବରଙ୍ଗପୁର ନିର୍ବାଚନ ଅଧିକାରୀ ଙ୍କ ନିକଟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେହିପରି ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ର ପ୍ରକାଶ ଚନ୍ଦ୍ର ମାଝୀ ମଧ୍ଯ ନିଜର ସମର୍ଥ କ ମାନଙ୍କ ସହ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି

LEAVE A REPLY

Please enter your comment!
Please enter your name here