ନାବାଳିକାଙ୍କ ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ମୋଦି ଦେଲେ ୩୦ ଲକ୍ଷ

0
62

ନୂଆଦିଲ୍ଲୀ,-: ଜଣେ ୧୬ ବର୍ଷ ବୟସ୍କ ନାବାଳିକାଙ୍କ ଚିକିତ୍ସା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୩୦ ଲକ୍ଷ ଟଙ୍କାର ପ୍ରଦାନ କରିଛନ୍ତି। ଏହା ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ନାବାଳିକଙ୍କ ଆପ୍ଲାଷ୍ଟିକ୍‌ ଆନିମିଆ ଚିକିତ୍ସା ଲାଗି ଦିଆଯାଇଛି। ନାବାଳିକାଙ୍କ ପିତା ଏନେଇ ଗୁହାରି କରିଥିଲେ। ଇତିମଧ୍ୟରେ ସେ ୭ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ନାବାଳିକାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ହେଉ ନ ଥିବାରୁ ସେ ସରକାରଙ୍କ ସହାୟତା ଲୋଡ଼ିଥିଲେ।

LEAVE A REPLY

Please enter your comment!
Please enter your name here