ଦେବଗଡ଼ ବିଧାନସଭା ନିର୍ବାଚନ ମଣ୍ଡଳୀ , ଝାରମୁଣ୍ଡା ଗ୍ରାମ ବାସୀଙ୍କ ଦ୍ୱାରା ଭୋଟ ବର୍ଜନ

0
102

ଦେବଗଡ଼:(ରିପୋର୍ଟ ଆଲୋକ ପ୍ରସାଦ) ଦେବଗଡ଼ ଜିଲ୍ଲା ତିଳେଇବଣୀ ବ୍ଲକ ସ୍ଥିତ ଝାରମୁଣ୍ଡା ଗ୍ରାମବାସୀଙ୍କ ଦ୍ବାରା ଭୋଟ ବର୍ଜନ । ଏହି ଗ୍ରାମ ବାସୀ ଙ୍କ ଦାବି ହେଲା ନବଗଠିତ ଝାରମୁଣ୍ଡା ପଂଚାୟତ କାର୍ଯ୍ୟାଳୟ କୁ ଅନ୍ୟତ୍ର ନ କରିବାକୁ ଗ୍ରାମବାସୀ ଦୀର୍ଘଦିନ ହେବ ଦାବି କରିଆସୁଥିଲେ ବି,ଜିଲ୍ଲା ପ୍ରଶାସନ ନିରବ ରହିବା ଗ୍ରାମବାସୀ ଙ୍କ କ୍ଷୋଭ ର କାରଣ ପାଲଟିଛି । ଏହା ଫଳରେ ଝାରମୁଣ୍ଡା ପ୍ସଞ୍ଚାୟତ ସ୍ଥିତ ୧୫ ନୋ ବୁଥ ରେ ମୋଟ ୫୮୪ ,ଜଣ ଭୋଟର ଭୋଟ ବର୍ଜନ କରିଥିବା ସୂଚନା ମିଳିଛି । ଇଭିଏମ ଟିମ ଭୋଟ ପାଇଁ ସକାଳୁ ଆପେକ୍ଷା କରିଥିଲେ ବି ଗୋଟିଏ ବି ଭୋଟର ଭୋଟ କେନ୍ଦ୍ର କୁ ଆସିନଥିଲେ ବୋଲି ପୋଲିଙ୍ଗ ଅଫିସର ବିଭୁତି ରଞ୍ଜନ ସାହୁ ପ୍ରକାଶକରିଥିଲେ ।

LEAVE A REPLY

Please enter your comment!
Please enter your name here