ଦନ୍ତା ହାତୀ ର ମୃତ ଦେହ ଉଦ୍ଧାର

0
143

କେନ୍ଦୁଝର (ଆଦ୍ୟାଶ| ନିଉଜ) – କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ର ରେବେନା ପଳାଶ ପାଲ ସଂରକ୍ଷିତ ଜଙ୍ଗଲ ରେ ଏକ ମୃତ ଦନ୍ତା ହାତୀ କୁ ଦୈତାରି ରେଞ୍ଜ ର ବନବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି ଏବଂ ଶବ ବ୍ୟବଚ୍ଛେଦ ପରେ ଗତଖୋଳି ପୋତି ଦିଆଯାଇ ଥିବା ସୂଚନା ଦିଆଯାଇଛି ବନବିଭାଗ ପକ୍ଷରୁ ସ୍ଥାନୀୟ ଜନସଧାରଣଙ୍କ କହିବା ଅନୁସାରେ ଏହି ଜଙ୍ଗଲ ରେ ଫେବୃଆରୀ ମାସରେ ୨ ଟି ଦନ୍ତା ହାତୀ ମଧ୍ୟରେ ଭୟଙ୍କର ଲଢେଇ ହୋଇଥିଲା ଏବଂ ମୃତ ଦନ୍ତା ହାତୀ ଟି କୁ ଅନ୍ୟ ହାତୀ ଟି ଦାନ୍ତ ରେ ଆକ୍ରମଣ କରି କ୍ଷତାକ୍ତ କରିଦେଇଥିଲା

LEAVE A REPLY

Please enter your comment!
Please enter your name here