ତୃତୀୟ ପର୍ଯ୍ୟାୟ ନିର୍ବାଚନ , ଦେବଗଡ଼ ଜିଲ୍ଲା ର ଭୋଟର ମହଲ ରେ ଉତ୍ସାହ

0
96

ଦେବଗଡ଼ (ରିପୋର୍ଟ-ଆଲୋକ ପ୍ରସାଦ,ଆଦ୍ୟାଶା ନ୍ୟୁଜ) ଦେବଗଡ଼ ଜିଲ୍ଲାର ବିଭିର୍ଣ ବୁଥ ରେ ଆଜି ସକାଳ ୭ଟା୩୦ ରୁ ତୃତୀୟ ପର୍ଯ୍ୟାୟ ନିର୍ବାଚନ ଆରମ୍ଭ ହୋଇଯାଇଛି । ଦେବଗଡ଼ ସହର ର ପୋୖରାଞ୍ଚଳ ରେ ୨ ଗୋଟି ଆଦର୍ଶ ବୁଥ ପ୍ରସ୍ତୁତ କରାଯାଇଛି । ଏହି ବୁଥ ରେ ପାନୀୟ ଜଳ ଠାରୁ ବିକଳାଙ୍ଗ ମାନଙ୍କ ପାଇଁ ହ୍ବିଲ ଚେଆର ର ବ୍ୟବସ୍ଥା ହୋଇଛି । ଦେବଗଡ଼ ସହର ରେ ଥିବା ବିଭିର୍ଣ ବୁଥ ରେ ଆଜି ସକାଳୁ ଭୋଟରଙ୍କ ଲମ୍ବା ଲାଇନ ଦେଖିବାକୁ ମିଳିଅଛି ।

LEAVE A REPLY

Please enter your comment!
Please enter your name here