ଟ୍ରକ୍ ଧକା ରେ ସାଇକେଲ ଆରୋହୀ ମୃତ

0
157

କେନ୍ଦୁଝର(ଆଦ୍ୟାଶ| ନିଉଜ/ ସଂଜୀବ ସାହୁ  ) – କେନ୍ଦୁଝର ଜିଲ୍ଲା ପଳାଶପଙ୍ଗ| ବାମେବାରୀ କିଡକୋ ରାସ୍ତା ନିକଟ ରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଯାଇଛି ଓ ଆ୦୯ କେ ୪୭୪୩ ନମ୍ବର ଟ୍ରକ୍ ଟି ଜଣେ ସାଇକେଲ ଆରୋହୀ ଙ୍କ ଉପରେ ଚଢ଼ି ଯିବାରୁ ତାଙ୍କର ମୃତୁ ହୋଇଯାଇଛି ମୃତକ ଜନକ ହେଲେ ବଡ କାଳିମାଟୀ ପଞ୍ଚାୟତ ର ହଣ୍ଡିଭଙ୍ଗା ଗ୍ରାମ ର ଖାତୁ ମୁଣ୍ଡା ଙ୍କ ପୁଅ ସଲାଇ ମୁଣ୍ଡା ବୋଲି ସୂଚନା ମିଳିଛି ପୋଲିସ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟ କୁ ପଠାଇ ଥିବା ସୂଚନା ମିଳିଛି

LEAVE A REPLY

Please enter your comment!
Please enter your name here