ଜିଲ୍ଲା ସ୍ତରୀୟ ଆତ୍ମସୁରକ୍ଷା ପ୍ରଶିକ୍ଷଣ ଅନୁଷ୍ଠିତ

0
66
ଦେବଗଡ଼:(ଆଲୋକ ପ୍ରସାଦ/ ଆଦ୍ୟାଶା ନ୍ୟୁଜ) ଦେବଗଡ଼ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଦେବଗଡ଼ ଅଗ୍ନିଶମ ବିଭାଗ ର ତତ୍ୱାବଧାନ ରେ ଜିଲ୍ଲା ସ୍ତରୀୟ ଆତ୍ମପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ବିଭିର୍ଣ ସ୍କୁଲ ର ଛାତ୍ରଛାତ୍ରୀ ଓ ସାଧାରଣ ଜନତା ଉପସ୍ଥିତ ଥିଲେ । ଏହି ପ୍ରଶିକ୍ଷଣ ଶିବିର ରେ କିଭଳି ଭାବରେ ନିଜକୁ ଓ ଜନ ସାଧରଣଙ୍କୁ ପ୍ରାକୃତିକ ଓ ମନୁଷ୍ୟ କୃତ ବିପର୍ଯ୍ୟୟ ରୁ ରକ୍ଷା କରାଯାଇ ପାରିବ ସେହି ବିଷୟରେ ବିଭିର୍ଣ ଆତ୍ମସୁରକ୍ଷା ସରଞ୍ଜାମ ସହିତ ପ୍ରଶିକ୍ଷଣ ଦିଆ ଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିରୁପେ ଦେବଗଡ଼ ଜିଲ୍ଲା ଉପ ଜିଲ୍ଲାପାଳ, ସଂମାନିୟ ଅତିଥି ପି ଡି ଡି ଆର ଡି ଏ, ଓ ଦେବଗଡ଼ ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବିଜୟ କୁମାର ମିଶ୍ର ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here